Friday, May 14, 2021

BIODATA (ODIA) : Dr. Harekrishna Meher (ଡକ୍ଟର୍ ହରେକୃଷ୍ଣ ମେହେର)

Biodata ODIA: Dr. HAREKRISHNA MEHER
======== 
ଓଡ଼ିଆ ପରିଚୟ-ପତ୍ରିକା 

ଡକ୍ଟର୍ ହରେକୃଷ୍ଣ ମେହେର 
=======
* ଜନ୍ମ : ୫-୫-୧୯୫୬ ଖ୍ରୀଷ୍ଟାବ୍ଦ, ସିନାପାଲି, ଜିଲ୍ଲା-ନୂଆପଡ଼ା, ଓଡ଼ିଶା ।  
* ସିନାପାଲି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନପୂର୍ବକ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ଼ରୁ 
   ମାଟ୍ରିକ୍ ପରୀକ୍ଷାରେ ପ୍ରଥମଶ୍ରେଣୀ (୧୯୭୧)୤ ଗଙ୍ଗାଧର ମେହେର ମହାବିଦ୍ୟାଳୟ, 
   ସମ୍ବଲପୁରରେ ଅଧ୍ୟୟନପୂର୍ବକ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପ୍ରାଗ୍-ବିଶ୍ବବିଦ୍ୟାଳୟ 
   କଳା (ପି.ୟୁ. ୧୯୭୨) ଏବଂ ପ୍ରଥମ ବର୍ଷ ଡିଗ୍ରୀ (୧୯୭୩) ପ୍ରଥମ ଶ୍ରେଣୀ ।  
* ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟୟନପୂର୍ବକ ଉତ୍କଳ ବିଶ୍ବବିଦ୍ୟାଳୟରୁ
   ବି.ଏ. ସଂସ୍କୃତ ଅନର୍ସ୍, ପ୍ରଥମ ଶ୍ରେଣୀରେ ପ୍ରଥମ (୧୯୭୫). 
* ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟ, ବାରାଣସୀରୁ ତିନି ଉପାଧି : 
     ଏମ୍.ଏ. ସଂସ୍କୃତ, ପ୍ରଥମ ଶ୍ରେଣୀରେ ପ୍ରଥମ, ସ୍ବର୍ଣ୍ଣପଦକ ପ୍ରାପ୍ତ (୧୯୭୭), 
     ପିଏଚ୍.ଡି. ସଂସ୍କୃତ (୧୯୮୧), ଡିପ୍ଳୋମା-ଇନ୍-ଜର୍ମାନ୍ (୧୯୭୯). 
* ମହାକବି ଶ୍ରୀହର୍ଷ-କୃତ 'ନୈଷଧଚରିତ' ମହାକାବ୍ୟରେ ପ୍ରତିଫଳିତ ଦାର୍ଶନିକ ଚିନ୍ତାଧାରା ବିଷୟରେ ତାଙ୍କର ପିଏଚ୍.ଡି. ଗବେଷଣା ପୁସ୍ତକ ପ୍ରକାଶିତ। 
* ଓଡ଼ିଆ, ହିନ୍ଦୀ, ଇଂରାଜୀ, ସଂସ୍କୃତ ଓ କୋଶଲୀ - ୫ଟି ଭାଷାରେ ଲେଖାଲେଖି ।  
* ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶିତ ।  
* ବିଶ୍ବସଂସ୍କୃତ-ସମ୍ମିଳନୀ, ଜାତୀୟ ଆଲୋଚନାଚକ୍ର ଓ କବିସମ୍ମିଳନୀ ଆଦିରେ ସକ୍ରିୟ    
   ଯୋଗଦାନ । ସଂସ୍କୃତର ସରଳୀକରଣ ଓ ଆଧୁନିକୀକରଣ ଦିଗରେ ପ୍ରଯତ୍ନଶୀଳ । 
* ନିଜ ଉଦ୍‌ଭାବିତ ମୌଳିକ ଛନ୍ଦରେ ଆଧୁନିକ ସଂସ୍କୃତ ଗୀତିରଚନା ଓ ସ୍ବର-ରଚନା । 
* ବିଭିନ୍ନ ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କରେ ତଥା ଅନ୍ୟ ବିଦ୍ବାନ୍‌ମାନଙ୍କ ଦ୍ବାରା 
   ଡକ୍ଟର୍ ମେହେରଙ୍କ କୃତିରାଜିର ଗବେଷଣାତ୍ମକ ଆଲୋଚନା ।   
* ଆକାଶବାଣୀ-ଦୂରଦର୍ଶନାଦିରେ ଲେଖା ଓ କବିତାମାନ ପ୍ରସାରିତ ।  
* ଡିଡି-ନିଉଜ୍ ଚାନେଲ୍ ଦିଲ୍ଲୀର ବାର୍ତ୍ତାବଲୀ କାର୍ଯ୍ଯକ୍ରମରେ ହିନ୍ଦୀଚଳଚିତ୍ର-ଗୀତାଦିର  
   ସ୍ବକୃତ ସଂସ୍କୃତାନୁବାଦ ଭିଡିଓମାନ ପ୍ରସାରିତ ଓ ୟୁ-ଟିଉବ୍ ରେ ସ୍ଥାପିତ । 
* ଜଣେ ପ୍ରତିଷ୍ଠିତ ଅଧ୍ୟାପକ, ଗବେଷକ, ପ୍ରାବନ୍ଧିକ, ସମାଲୋଚକ, କବି, ଅନୁବାଦକ, 
   ଗୀତିକାର, ସ୍ବରସଂଯୋଜକ ଓ ସୁବକ୍ତା ଭାବରେ ପରିଚିତ ।  
* ପିତା ସ୍ବର୍ଗତ କବି ନାରାୟଣ ଭରସା ମେହେର ଓ ମାତା ସୁମତୀ ଦେବୀ । ପିତାମହ 
   ସ୍ବର୍ଗତ କବି ମନୋହର ମେହେର ପଶ୍ଚିମ ଓଡ଼ିଶାର ‘ଗଣକବି’ ରୂପେ ଚର୍ଚ୍ଚିତ । କବି-
   ପରମ୍ପରାରୁ ସର୍ଜନାତ୍ମକ-ପ୍ରତିଭାବାନ୍ ଡ. ମେହେରଙ୍କ  ଭାଷାସାହିତ୍ୟ ଓ ସଙ୍ଗୀତରେ   
   ବିଶେଷ ଅଭିରୁଚି ।  ଆଧୁନିକ ସଂସ୍କୃତସାହିତ୍ୟର ଜଣେ ସୁପ୍ରତିଷ୍ଠିତ ଗୀତିକବି । 
* ହାଥରସ ଉତ୍ତରପ୍ରଦେଶର ‘ସଙ୍ଗୀତ’ ପତ୍ରିକାରେ ସ୍ବକୀୟ ମୌଳିକ ଛନ୍ଦୋବଦ୍ଧ  
   ସଂସ୍କୃତ ଗୀତରାଜି ସହ ସ୍ବରଚିତ ସ୍ବରଲିପିମାନ ପ୍ରକାଶିତ । 
* ଆନ୍ତର୍ଜାତିକ ଜୀବନୀ-ଗ୍ରନ୍ଥମାନଙ୍କରେ ପରିଚୟାତ୍ମକ ବିବରଣ ସ୍ଥାନିତ । 
* ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ । 
*  ଅନେକ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ଓ ସଂବର୍ଦ୍ଧନାପ୍ରାପ୍ତ । 

* ମୌଳିକ କାବ୍ୟ-ପ୍ରବନ୍ଧାଦି ରଚନାବଳୀ ସହିତ ଅନେକ ଅନୁବାଦ ମଧ୍ଯ ରହିଛି । ଅନୂଦିତ କାବ୍ୟରାଜି ମଧ୍ୟରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଓଡ଼ିଆ ମହାକାବ୍ୟ 'ତପସ୍ୱିନୀ'ର ହିନ୍ଦୀ-ଇଂରାଜୀ-ସଂସ୍କୃତ ତ୍ରିଭାଷୀ ଅନୁବାଦ, 'ପ୍ରଣୟବଲ୍ଲରୀ' କାବ୍ୟର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ହିନ୍ଦୀ-ସଂସ୍କୃତ ଅନୁବାଦ, କବି-କାଳିଦାସ-କୃତ 'ମେଘଦୂତ'ର କୋଶଲୀ ଗୀତ ରୂପାନ୍ତର, 'ଋତୁସଂହାର', 'ମେଘଦୂତ' ଓ 'କୁମାରସମ୍ଭବ'ର ଓଡ଼ିଆ ପଦ୍ୟାନୁବାଦ, କବି ଭର୍ତ୍ତୃହରି-କୃତ 'ନୀତି-ଶୃଙ୍ଗାର-ବୈରାଗ୍ୟଶତକ'ର, କବି ଶ୍ରୀହର୍ଷ-କୃତ 'ନୈଷଧଚରିତ' (ନବମ ସର୍ଗ)ର ଓଡ଼ିଆ ପଦ୍ୟାନୁବାଦ ଏବଂ କବି-ଜୟଦେବ-କୃତ ' ଗୀତଗୋବିନ୍ଦ'ର ଓଡ଼ିଆ-ଇଂରାଜୀ ଅନୁବାଦ ଆଦି ପ୍ରଧାନ ।  
===== 

ସାହିତ୍ୟିକ ସମ୍ମାନ ପ୍ରାପ୍ତି : 
* ଗଙ୍ଗାଧର ସମ୍ମାନ (୨୦୦୨): ସାଂସ୍କୃତିକ ପରିଷଦ, ପାଟଣାଗଡ଼.  
* ଗଙ୍ଗାଧର ସାରସ୍ବତ ସମ୍ମାନ (୨୦୦୨):  ଗଙ୍ଗାଧର ସାହିତ୍ୟ ପରିଷଦ, ବରପାଲି.  
* ଜୟକୃଷ୍ଣ ମିଶ୍ର କାବ୍ୟସମ୍ମାନ (୨୦୦୩):  ନିଖିଳ ଓଡ଼ିଶା ସଂସ୍କୃତ କବିସମ୍ମେଳନ, 
   କଟକ. 
* ବିଦ୍ୟାରତ୍ନ ପ୍ରତିଭା ସମ୍ମାନ (୨୦୦୫):  ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ 
   ସ୍ମୃତି ସଂସଦ, ଭୁବନେଶ୍ବର. 
* ଅଶୋକଚନ୍ଦନ ସ୍ମାରକ ଗଙ୍ଗାଧର ସମ୍ମାନ (୨୦୦୯): ରାଜ୍ୟସ୍ତରୀୟ ସ୍ବଭାବକବି 
   ଗଙ୍ଗାଧର ସ୍ମୃତି ସମିତି, ବରପାଲି ଓ  କେଦାରନାଥ କଳା ସାହିତ୍ୟ ସଂସଦ, 
   ଅମ୍ବାଭୋନା.  
* ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ସ୍ମାରକ ସମ୍ମାନ (୨୦୧୦): 
   ଏକାଡେମୀ ଅଫ୍ ବେଙ୍ଗଲୀ ପୋଏଟ୍ରି, କୋଲକାତା-୭୦୦୦୫୪. 
* ହରିପ୍ରିୟାମୁଣ୍ଡ ସ୍ମାରକୀ ଗଙ୍ଗାଧର ମେହେର ସମ୍ମାନ (୨୦୧୦):  
   ଗଙ୍ଗାଧର ମେହେର କ୍ଳବ୍, ବରପାଲି, ବରଗଡ଼.   
* ଡ. ନୀଳମାଧବ ପାଣିଗ୍ରାହୀ ସମ୍ମାନ (୨୦୧୦): [‘କୋଶଲୀ ମେଘଦୂତ’ ପୁସ୍ତକ ପାଇଁ ] 
   ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର, ସମ୍ବଲପୁର.   
* ଏୱାର୍ଡ଼୍ ଅଫ୍ ଏପ୍ରିସିଏଶନ୍ (ଜୟଦେବ ଉତ୍ସବ ୨୦୦୮):   
   ଓଡ଼ିଶୀ ଏକାଡେମୀ, ଲୋଧି ରୋଡ଼୍, ନୂଆଦିଲ୍ଲୀ.  
* ବାଚସ୍ପତି ଗଣେଶ୍ବର ରଥ ବେଦାନ୍ତାଳଙ୍କାର ସମ୍ମାନ (୨୦୧୩):   
   ବାଲାଜୀ ମନ୍ଦିର ସୁରକ୍ଷା ସମିତି, ପଣ୍ଡିତ ସମ୍ମିଳନୀ, ଭବାନୀପାଟନା.  
* ବିଶ୍ବସଂସ୍କୃତ ଦିବସ ସମ୍ମାନ (୨୦୧୩):  ମହାବୀର ସାଂସ୍କୃତିକ ଅନୁଷ୍ଠାନ,
   ଭବାନୀପାଟନା.   
* ଏକାମ୍ର ସମ୍ମାନ (୨୦୧୮): କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ବର. 
* ଗଙ୍ଗାଧର ମେହେର ସମ୍ମାନ (୨୦୧୮):  ଗଙ୍ଗାଧର ମେହେର ପ୍ରତିଷ୍ଠାନ, ଭୁବନେଶ୍ବର. 
* ରାଜ୍ୟସ୍ତରୀୟ ଗଙ୍ଗାଧର ମେହେର ସ୍ମୃତିସମ୍ମାନ (୨୦୨୦): ଗଙ୍ଗାଧର ମେହେର  
   ସ୍ମୃତି ସମିତି ଓ ରାଜଜ୍ଯୋତି ସେବାସମିତି, ଟିଟିଲାଗଡ଼, ବଲାଙ୍ଗିର.  
* ସର୍ବଶ୍ରୀ ସାହିତ୍ୟ ସମ୍ମାନ (୨୦୨୧): ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ, 
ଭବାନୀପାଟଣା, କଳାହାଣ୍ଡି. 
* ଗୀତିସଂସ୍କୃତ-ମହାକବିଃ ରାଷ୍ଟ୍ରିୟ ସମ୍ମାନ (୨୦୨୩): ଲୋକଭାଷା ପ୍ରଚାର ସମିତି, ପୁରୀ. 
* ବ୍ୟାସଭାରତୀ ସମ୍ମାନ (୨୦୨୩): ମହର୍ଷି ବ୍ୟାସଦେବ ରାଷ୍ଟ୍ରିୟ ପ୍ରାଚ୍ୟବିଦ୍ୟା ଗବେଷଣା କେନ୍ଦ୍ର, ରାଉରକେଲା, ଓଡ଼ିଶା. 
* କଳାହାଣ୍ଡି ବରପୁତ୍ର ସମ୍ମାନ (୨୦୨୪): ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪, ଭବାନୀପାଟଣା, ଓଡ଼ିଶା. 
* ଭରତମୁନି ସମ୍ମାନ (୨୦୨୪): ସାହିତ୍ୟ ପାଇଁ ରାଷ୍ଟ୍ରୀୟ ସମ୍ମାନ : ସଂସ୍କାର ଭାରତୀ, ନୂଆଦିଲ୍ଲୀ. ତା: ୨୨-୨-୨୦୨୫. 
* ଶିଞ୍ଜିନୀ ସମ୍ମାନ (୨୦୨୫): ସଂସ୍କୃତ ଗୀତିରଚନା ଓ ଅନୁବାଦ ପାଇଁ ରାଷ୍ଟ୍ରୀୟ ସମ୍ମାନ : କେଶବ-ସୁଭଦ୍ରା ପ୍ରତିଷ୍ଠାନ, ପୁରୀ, ଓଡ଼ିଶା ଦ୍ବାରା ଅନୁଷ୍ଠିତ 'ବାଗ୍-ଦେବୀ ମହୋତ୍ସବ'ରେ ପ୍ରଦତ୍ତ, ତା: ୧୮ ଜାନୁଆରୀ ୨୦୨୬. 
===== 

ସାହିତ୍ୟିକ ସଂବର୍ଦ୍ଧନା ଓ ଅଭିନନ୍ଦନ : 
--------- 
    * ଖଡ଼ିଆଳ ସାହିତ୍ୟ ସମିତି, ଖଡ଼ିଆଳ (୧୯୯୮) 
    * ଗଦାଧର ସାହିତ୍ୟ ସଂସଦ, କୋମନା, ନୂଆପଡ଼ା (୧୯୯୮) 
    * ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର (୨୦୦୦) 
    * ଶିକ୍ଷାବିକାଶ ପରିଷଦ, କଳାହାଣ୍ଡି, ଭବାନୀପାଟନା (୨୦୦୩) 
    * କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟନା (୨୦୦୩) 
    * ଅଭିରାମ ସ୍ମୃତି ପାଠାଗାର ଟ୍ରଷ୍ଟ, ଭବାନୀପାଟନା (୨୦୦୬) 
    * ଉଦନ୍ତୀ ମହୋତ୍ସବ, ସିନାପାଲି, ନୂଆପଡ଼ା (୨୦୧୨)   
    * କଳାହାଣ୍ଡି ଲେଖକ କଳା ପରିଷଦ, ବନାନୀ କବି ସମ୍ମିଳନୀ, 
       ଭବାନୀପାଟନା (୨୦୧୩) 
    * ଗଙ୍ଗାଧର ସାରସ୍ବତ ସମିତି, ସିନାପାଲି, ନୂଆପଡ଼ା (୨୦୧୬) 
    * ନିଖିଳ ଓଡ଼ିଶା ମେହେର ଭୁଲିଆ ସମାଜ, ସମ୍ବଲପୁର (ପଦ୍ମପୁର ମହାସଭା, ୨୦୧୮) 
    * ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ସଂସ୍କୃତବିଭାଗ, ଭବାନୀପାଟନା (୨୦୧୮) 
    * ମହର୍ଷି ବ୍ୟାସଦେବ ରାଷ୍ଟ୍ରିୟ ପ୍ରାଚ୍ୟବିଦ୍ୟା ଗବେଷଣାକେନ୍ଦ୍ର, ରାଉରକେଲା, ଓଡ଼ିଶା (୨୦୨୦): 'ବ୍ୟାସକବି' ଉପାଧି ପ୍ରାପ୍ତ । 
    * ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା, 
       (ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ, କଳାହାଣ୍ଡି, ୨୦୨୧): 'ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ' ପ୍ରାପ୍ତ । 
--------  
* ଓଡ଼ିଶା ଶିକ୍ଷାସେବା (Odisha Education Service) ରେ ୧୯୮୧ ରେ 
   ସଂସ୍କୃତ ଅଧ୍ୟାପକ ରୂପେ ଯୋଗଦାନ । ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ   
   ଅଧ୍ୟାପନା ।  ପଞ୍ଚାୟତ ମହାବିଦ୍ୟାଳୟ, ବରଗଡ଼ (୧୯୮୧-୧୯୮୮);  
   ଫକୀରମୋହନ ମହାବିଦ୍ୟାଳୟ, ବାଲେଶ୍ବର (୧୯୮୮-୧୯୯୨);  
   ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟନା (୧୯୯୨-୨୦୧୨);  
   ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ, ସମ୍ବଲପୁର (୨୦୧୨-୨୦୧୪)। 
   ୧୯୮୧ ରୁ ଅଧ୍ୟାପକ, ୧୯୮୬ ରୁ ବରିଷ୍ଠ ଅଧ୍ୟାପକ, 
   ୧୯୯୪ ରୁ  ରିଡର୍ (ପ୍ରାଧ୍ୟାପକ), ୧୯୯୯ ରୁ ବରିଷ୍ଠ ପ୍ରାଧ୍ୟାପକ ।      

ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ, ସମ୍ବଲପୁରର  ସ୍ନାତକୋତ୍ତର 
ସଂସ୍କୃତ ବିଭାଗରେ  ବରିଷ୍ଠ ପ୍ରାଧ୍ୟାପକ ଓ ମୁଖ୍ୟ ଭାବରେ କାର୍ଯ୍ୟରତ ରହି 
୫୮ ବର୍ଷ ବୟସରେ  ତା: ୩୧-୫-୨୦୧୪ ରେ ଓଡ଼ିଶା ଶିକ୍ଷାସେବାରୁ ଅବସର ଗ୍ରହଣ ।
===== 

ପ୍ରମୁଖ ସାହିତ୍ୟିକ କୃତି (ପ୍ରକାଶିତ) : 
--------- 
୧.  ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ପିଏଚ୍.ଡି. ଗବେଷଣା ଗ୍ରନ୍ଥ 
      ‘Philosophical Reflections in the Naisadhacarita’   
       (ISBN : 81-85094-21-7) 
       ପୁନ୍ଥି ପୁସ୍ତକ. ୩୬/୪ବି, ବିଧାନ ସରଣୀ, କଲିକତା-୪,  ୧୯୮୯. 

୨.  ‘ନୈଷଧ-ମହାକାବ୍ୟେ ଧର୍ମଶାସ୍ତ୍ରୀୟ-ପ୍ରତିଫଲନମ୍’ 
     ଧର୍ମଶାସ୍ତ୍ର ବିଭାଗ, ଶ୍ରୀଜଗନ୍ନାଥ-ସଂସ୍କୃତ-ବିଶ୍ବବିଦ୍ୟାଳୟ, ପୁରୀ, ୧୯୯୪. 

୩.  ସାହିତ୍ୟଦର୍ପଣ: ଅଳଙ୍କାର (ଓଡ଼ିଆ-ସଂସ୍କୃତ ବ୍ୟାଖ୍ୟା ସହ) 
     ISBN : 81-7411-12-7, ବିଦ୍ୟାପୁରୀ, ବାଲୁବଜାର, କଟକ-୨, ୧୯୯୫. 

୪.  ଶ୍ରୀକୃଷ୍ଣ ଜନ୍ମ (ମୌଳିକ କବିତା), ୧୯୭୭. 
୫.  ଶ୍ରୀରାମରକ୍ଷାସ୍ତୋତ୍ର (ଶିବରକ୍ଷାସ୍ତୋତ୍ର ସହ ଓଡ଼ିଆ ପଦ୍ୟାନୁବାଦ), ୧୯୭୭. 
୬.  ଶିବତାଣ୍ଡବ ସ୍ତୋତ୍ର, ୧୯୭୮. 
୭.  ବିଷ୍ଣୁସହସ୍ର ନାମ, ୧୯୭୮. 
୮.  ଗାୟତ୍ରୀସହସ୍ର ନାମ, ୧୯୮୨. 
      (୫ ରୁ ୮ ଓଡ଼ିଆ ପଦ୍ୟାନୁବାଦ ଓ ସଂପାଦନା) 
      ପ୍ରକାଶକ : ବାଣୀ ଭଣ୍ଡାର, ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା  
୯.  ମନୋହର ପଦ୍ୟାବଳୀ (ସଂପାଦନା), ପ୍ରକାଶକ : ନାରାୟଣ ଭରସା ମେହେର, 
       ମନୋହର କବିତାବାସ, ସିନାପାଲି, ୧୯୮୫. 
୧୦. ମାତୃଗୀତିକାଞ୍ଜଲିଃ (ଆଧୁନିକ ମୌଳିକ ସଂସ୍କୃତ ଗୀତିକାବ୍ୟ) 
       କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟନା, ୧୯୯୭.
୧୧. ତପସ୍ବିନୀ (ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର ସମ୍ପୂର୍ଣ୍ଣ ହିନ୍ଦୀ ଅନୁବାଦ
        ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତି ବିହାର, ଓଡ଼ିଶା, ୨୦୦୦.
୧୨. Tapasvini of Gangadhara Meher   
        (ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର ସମ୍ପୂର୍ଣ୍ଣ ଇଂରାଜୀ ଅନୁବାଦ
        ISBN : 81-87661-63-1,  ଆର୍. ଏନ୍. ଭଟ୍ଟାଚାର୍ଯ୍ୟ, ଏ-୧୨୭, 
        ଏଚ୍. ବି. ଟାଉନ୍, ସୋଦେପୁର, କୋଲକାତା- ୭୦୦୧୧୦, ୨୦୦୯. 
୧୩.  କୋଶଲୀ ମେଘଦୂତ (କାଳିଦାସ-କୃତ ସଂସ୍କୃତ ‘ମେଘଦୂତ’ କାବ୍ୟର ସଂପୂର୍ଣ୍ଣ 
         କୋଶଲୀ ଗୀତ ଅନୁବାଦ)  ISBN : 13 978-93-80758-03-9.
         ପ୍ରକାଶକ : ‘ତୃପ୍ତି’, ଭୁବନେଶ୍ବର-୭୫୧୦୦୨, ଓଡ଼ିଶା, ୨୦୧୦.
୧୪.  ତପସ୍ବିନୀ (ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର   
         ସମ୍ପୂର୍ଣ୍ଣ ସଂସ୍କୃତ ଅନୁବାଦ) ISBN:  978-81-7110-412-3.
         ପରିମଲ ପବ୍ଳିକେଶନ୍‌ସ୍, ୨୭/୨୮ ଶକ୍ତିନଗର, ଦିଲ୍ଲୀ-୭, ୨୦୧୨. 

୧୫.  ନୈଷଧଚରିତ: ନବମ ସର୍ଗ (ଶ୍ରୀହର୍ଷ-କୃତ ସଂସ୍କୃତ କାବ୍ୟର   
         ଓଡ଼ିଆ ପଦ୍ୟାନୁବାଦ) ISBN:  9789395807364.
         କିତାବ ଭବନ, ଆଇ.ଆର୍.ସି.ଭିଲେଜ୍, ଭୁବନେଶ୍ବର-୧୫, ୨୦୨୩. 
୧୬.  ମେଘଦୂତ (କାଳିଦାସ-କୃତ ସଂସ୍କୃତ କାବ୍ୟର   
         ସମ୍ପୂର୍ଣ୍ଣ ଓଡ଼ିଆ ପଦ୍ୟାନୁବାଦ) ISBN:  9789395807531.
         କିତାବ ଭବନ, ଆଇ.ଆର୍.ସି.ଭିଲେଜ୍, ଭୁବନେଶ୍ବର-୧୫, ୨୦୨୩. 
୧୭. ଭର୍ତ୍ତୃହରି-ଶତକତ୍ରୟ (ନୀତି-ଶୃଙ୍ଗାର-ବୈରାଗ୍ୟ-ଶତକ ସଂସ୍କୃତ କାବ୍ୟର   
         ସମ୍ପୂର୍ଣ୍ଣ ଓଡ଼ିଆ ପଦ୍ୟାନୁବାଦ) ISBN: 9789395000710.
         କିତାବ ଭବନ, ଆଇ.ଆର୍.ସି. ଭିଲେଜ୍, ଭୁବନେଶ୍ବର-୧୫, ୨୦୨୪. 

*  କାବ୍ୟରାଜିର ପଦ୍ୟାନୁବାଦ ପ୍ରକାଶିତ: 
     ଯାଜପୁରର ପ୍ରସିଦ୍ଧ 'ବର୍ତ୍ତିକା' ମୁଖପତ୍ର ଦଶହରା ବିଶେଷାଙ୍କଗୁଡ଼ିକରେ ପ୍ରକାଶିତ: 
    [ସଂସ୍କୃତ କାବ୍ୟରାଜିର ସମ୍ପୂର୍ଣ୍ଣ ଓଡ଼ିଆ ପଦ୍ୟାନୁବାଦ] 
    ୧. ନୀତି-ଶତକ (ଭର୍ତ୍ତୃହରି), ୧୯୯୫-୯୭. 
    ୨. ଶୃଙ୍ଗାର-ଶତକ (ଭର୍ତ୍ତୃହରି), ୧୯୯୮. 
    ୩. ବୈରାଗ୍ୟ-ଶତକ (ଭର୍ତ୍ତୃହରି), ୧୯୯୯. 
    ୪. ନୈଷଧଚରିତ - ନବମ ସର୍ଗ (ଶ୍ରୀହର୍ଷ), ୨୦୦୦. 
    ୫. କୁମାରସମ୍ଭବ - ପଞ୍ଚମ ସର୍ଗ (କାଳିଦାସ), ୨୦୦୧. 
    ୬. ରଘୁବଂଶ - ଦ୍ବିତୀୟ ସର୍ଗ (କାଳିଦାସ), ୨୦୦୨.
    ୭. କୁମାରସମ୍ଭବ - ସପ୍ତମ ସର୍ଗ (କାଳିଦାସ), ୨୦୦୪. 
    ୮. କୁମାରସମ୍ଭବ - ପ୍ରଥମ ସର୍ଗ (କାଳିଦାସ), ୨୦୦୫. 
    ୯. କୁମାରସମ୍ଭବ - ଦ୍ବିତୀୟ ସର୍ଗ (କାଳିଦାସ), ୨୦୦୬. 
   ୧୦. କୁମାରସମ୍ଭବ - ଅଷ୍ଟମ ସର୍ଗ (କାଳିଦାସ), ୨୦୦୯. 
   ୧୧. ଋତୁସଂହାର - ସଂପୂର୍ଣ୍ଣ (କାଳିଦାସ), ୨୦୧୫. 
   ୧୨. ଗୀତଗୋବିନ୍ଦ - ସଂପୂର୍ଣ୍ଣ (ଜୟଦେବ), ୨୦୧୬. 
   ୧୩. ମେଘଦୂତ - ସଂପୂର୍ଣ୍ଣ (କାଳିଦାସ), ୨୦୧୭. 
   ୧୪. ରଘୁବଂଶ - ଷଷ୍ଠ-ସପ୍ତମ ସର୍ଗ (କାଳିଦାସ), ୨୦୧୮. 
   ୧୫. କୁମାରସମ୍ଭବ - ତୃତୀୟ-ଚତୁର୍ଥ ସର୍ଗ (କାଳିଦାସ), ୨୦୧୯.
   ୧୬. କୁମାରସମ୍ଭବ - ଷଷ୍ଠ ସର୍ଗ (କାଳିଦାସ), ୨୦୨୦. 
   ୧୭. ରଘୁବଂଶ - ତୃତୀୟ ସର୍ଗ (କାଳିଦାସ), ୨୦୨୧. 
   ୧୮. ଶ୍ରୀମଦ୍ଭଗବଦ୍-ଗୀତା - ସଂପୂର୍ଣ୍ଣ (ବ୍ୟାସଦେବ), ୨୦୨୨. 
 ୧୯. ରଘୁବଂଶ - ଚତୁର୍ଥ-ପଞ୍ଚମ ସର୍ଗ (କାଳିଦାସ), ୨୦୨୩. 
 ୨୦. ରଘୁବଂଶ - ପ୍ରଥମ ସର୍ଗ (କାଳିଦାସ), ୨୦୨୪. 
 ୨୧. କୁମାରସମ୍ଭବ - ନବମ-ଦଶମ ସର୍ଗ (କାଳିଦାସ), ୨୦୨୫. 
****
* କୋଶଲୀ ମେଘଦୂତ (ମେଘଦୂତ-କାବ୍ୟର ସଂପୂର୍ଣ୍ଣ କୋଶଲୀ ଗୀତ ଅନୁବାଦ), ୨୦୦୩. 
----
* କବିବର ରାଧାନାଥ ରାୟଙ୍କ ‘ବର୍ଷା’ ଓଡ଼ିଆ ପଦ୍ୟର ସଂସ୍କୃତାନୁବାଦ
      (ଲୋକଭାଷା-ସୁଶ୍ରୀଃ ପତ୍ରିକା, ପୁରୀ, ୨୦୦୬) 
---- 
* ଅପ୍ରକାଶିତ କୃତି (ମୌଳିକ): 
-------
ସଂସ୍କୃତରେ : ୧. ପୁଷ୍ପାଞ୍ଜଳି-ବିଚିତ୍ରା (ଆଧୁନିକ ଗୀତିକାବ୍ୟ) 
                 ୨. ସ୍ୱସ୍ତି-କବିତାଞ୍ଜଳିଃ (ଆଧୁନିକ ଗୀତିକାବ୍ୟ)
                 ୩. ସାରସ୍ବତାୟନମ୍ (ଶୋଧ-ପ୍ରବନ୍ଧାବଳୀ) 
                 ୪. ସୌନ୍ଦର୍ୟ-ସନ୍ଦର୍ଶନମ୍ (ସୌନ୍ଦର୍ଯ୍ଯଶାସ୍ତ୍ରବିଷୟକ କାବ୍ୟ) 
                 ୫. ସାବିତ୍ରୀନାଟକମ୍    
                 ୬. ଜୀବନାଲେଖ୍ୟମ୍ (ଆଧୁନିକ କବିତାସଂଗ୍ରହ)  
                 ୭. ମୌନବ୍ୟଞ୍ଜନା (ଆଧୁନିକ କବିତାସଂଗ୍ରହ) 
                 ୮. ଅସ୍ରମଜସ୍ରମ୍ (ଆଧୁନିକ କବିତାସଂଗ୍ରହ)
                 ୯. ହାସିତାସ୍ୟା ବୟସ୍ୟା (ହାଇକୁ-ସିଜୋ-ତାନ୍‌କା କବିତାସଂଗ୍ରହ)  
               ୧୦. ଉତ୍କଲୀୟ-ସତ୍କଲା (ଗୀତିକାବ୍ୟ) 
               ୧୧. ସ୍ତବାର୍ଚ୍ଚନ-ସ୍ତବକମ୍ (ସ୍ତୋତ୍ରକାବ୍ୟ) 
               ୧୨. ସୂକ୍ତି-କସ୍ତୂରିକା  (ସୂକ୍ତିକାବ୍ୟ) 
               ୧୩. ମେହେରୀୟ-ଛନ୍ଦୋମାଲା. 

ଓଡ଼ିଆରେ : ୧. ଆଲୋଚନାର ପଥେ (ଶୋଧପ୍ରବନ୍ଧାବଳୀ) 
      ୨. ଭଞ୍ଜୀୟ-କାବ୍ୟାଲୋଚନା   ୩. ଭଞ୍ଜ-ସାହିତ୍ୟରେ ଜଗନ୍ନାଥ-ତତ୍ତ୍ବ  
      ୪. ଘେନ ନୈଷଧ ପରାୟେ   ୫. ଓଡ଼ିଆ ରୀତି ସାହିତ୍ୟରେ ଦାର୍ଶନିକ ଚିନ୍ତନ 
      ୬. ନିବନ୍ଧାୟନ  ୭. କବିତାବଳୀ-ମାଧୁରୀ  ୮. ଶିଖଣ୍ଡୀକାବ୍ୟ  ୯. ସତୀ ସାବିତ୍ରୀ (ନାଟକ) 
      ୧୦. ଓଡ଼ିଆ ବର୍ଣ୍ଣମାଳାର କୃତ୍ରିମ ସମସ୍ୟା. 

ଇଂରାଜୀରେ : 1. POEMS  OF THE MORTALS   
                   2.  GLORY  (Research Articles and Essays). 

ହିନ୍ଦୀରେ : ୧. ହିନ୍ଦୀ ସାରସ୍ବତୀ   ୨. କୁଛ୍ କୱିତା-ସୁମନ୍ । 
କୋଶଲୀରେ : ୧. କୋଶଲୀ ଗୀତମାଲା.
====

* ଅପ୍ରକାଶିତ କୃତି (ଅନୁବାଦ): 
 [ସଂସ୍କୃତ କାବ୍ୟରାଜିର ଓଡ଼ିଆ ପଦ୍ୟାନୁବାଦ]
 ୧. ଶ୍ରୀମଦ୍‌ଭଗବଦ୍‌ଗୀତା (ବ୍ୟାସଦେବ)   ୨. କୁମାରସମ୍ଭବ (କାଳିଦାସ)   
 ୩. ରଘୁବଂଶ (କାଳିଦାସ) 

ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟରାଜିରୁ :
        ୧.   ପ୍ରଣୟ-ବଲ୍ଲରୀ (ହିନ୍ଦୀ ଓ ସଂସ୍କୃତ ଅନୁବାଦ) 
        ୨.   ଅର୍ଘ୍ୟଥାଳୀ (ନିର୍ବାଚିତ କବିତାବଳୀ: ହିନ୍ଦୀ-ଇଂରାଜୀ-ସଂସ୍କୃତ ଅନୁବାଦ) 
        ୩.   କୀଚକବଧ (ହିନ୍ଦୀ ଅନୁବାଦ) 

ଅନ୍ୟାନ୍ୟ :  ୧. ଶିବତାଣ୍ଡବ ସ୍ତୋତ୍ର (ଇଂରାଜୀ ଅନୁବାଦ) 
               ୨.  ମାତୃଗୀତିକାଞ୍ଜଲି (ହିନ୍ଦୀ ଅନୁବାଦ) 
               ୩. ଜୟଦେବ-କୃତ ଗୀତଗୋବିନ୍ଦ (ଇଂରାଜୀ ଅନୁବାଦ) 
               ୪. ଚଳଚିତ୍ର-ଗୀତ-ସଂସ୍କୃତାୟନମ୍ (ହିନ୍ଦୀ ଚଳଚିତ୍ର-ଗୀତରାଜିର 
                    ମୂଳସ୍ବରାନୁସାରୀ ଗେୟାନୁକୂଳ ସଂସ୍କୃତାନୁବାଦ) ଅନ୍ତର୍ଜାଲରେ ସ୍ଥାନିତ। 
               ======== 

      ଡକ୍ଟର୍ ହରେକୃଷ୍ଣ ମେହେର 
       ଅବସରପ୍ରାପ୍ତ ବରିଷ୍ଠ ରିଡର୍ ଓ ମୁଖ୍ୟ, ସ୍ନାତକୋତ୍ତର ସଂସ୍କୃତ ବିଭାଗ, 
       ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ,  
       ସମ୍ବଲପୁର - ୭୬୮୦୦୪ (ଓଡ଼ିଶା)  
      (ସଂପ୍ରତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ) 
                           *         

***** 

 Dr. HAREKRISHNA  MEHER 
      M.A. Gold Medalist (BHU), OES-1, 
      Ph.D. (BHU), Diploma in German

Retired  Sr. Reader and Head,
Post-Graduate Department of Sanskrit,
Gangadhar Meher Autonomous College, 
Sambalpur -768004, Odisha, India. 

Mobile : + 91-94373-62962.
e-mail :  meher.hk@gmail.com  
Web: Links:
* http://www.hkmeher.blogspot.com 

http://www.tapasvini-kavya.blogspot.com

* https://hkmeher.wordpress.com 

-------- 
Related Links : 
*
Biodata (Hindi-English-Sanskrit-Odia) :  
Images of Some Books : 

For More Details :  

Biodata : MY WORKS AND ACHIEVEMENTS :  http://hkmeher.blogspot.com/2007/07/my-biodata.html  

Interview in 'BARTIKA' Magazine:  


Contributions of Harekrishna Meher to Sanskrit Literature:

http://tapasvini-kavya.blogspot.com/2013/04/contributions-of-drharekrishna-meher-to.html?m=1

Places where Works of Harekrishna Meher are discussed, cited, reviewed 
in  Research and other fields: 

http://hkmeher.blogspot.com/2010/06/places-where-drharekrishna-meher-and.html?m=1

Chalachitra-Gita-Samskritaayanam :

http://hkmeher.blogspot.com/2017/05/chalachitra-gita-sanskritayanam.html?m=1
====== 

                          

Wednesday, May 12, 2021

TAPASVINI MAHAKAVYA: तपस्विनी महाकाव्य : SANSKRIT VERSION COMPLETE : By Dr.Harekrishna Meher

Tapasvini of Poet Gangadhar Meher : Sanskrit Version: 
-----
https://m.facebook.com/story.php?story_fbid=5075364599156375&id=100000486559190
= = = 

SANSKRIT VERSION OF TAPASVINI MAHAKAVYA
------
* Tapasvini * Original Odia Mahakavya : 

Authored by:
Swabhavakavi Gangadhar Meher (1862-1924)

*
Complete Tri-lingual Hindi-English-Sanskrit Translations: 

By: Dr. Harekrishna Meher

(All Published)
-------
-

HINDI Tapasvini 
(Translated in 1983):
'तपस्विनी'
Publisher: Sambalpur University, Jyoti Vihar, Sambalpur, Odisha, 2000.

*
ENGLISH Tapasvini
(Translated in 1983):
'Tapasvini of Gangadhara Meher'
Publisher: R.N.Bhattacharya, Sodepur, Kolkata, 2009.
*

SANSKRIT Tapasvini
(Translated in 1997): 
'तपस्विनी महाकाव्यम्'
Publisher: Parimal Publications, Shaktinagar, Delhi, 2012.
--------

All Three Translations are completely available on web.
Blogsite Link:

http://tapasvini-kavya.blogspot.com/2013/05/complete-tapasvini-kavya-hindi-english.html
======= 

SANSKRIT TAPASVINI :
Web-Link : 

Praak-kathanam:
http://tapasvini-kavya.blogspot.com/2013/05/sanskrit-tapasvini-praak-kathanam.html
*
Mukhabandha:
http://tapasvini-kavya.blogspot.com/2013/04/sanskrit-tapasvini-preface.html
*
Research Article on Tapasvini: 
http://hkmeher.blogspot.com/2011/07/gangadhara-mehers-tapasvini-sanskrit.html
*
Canto-1 :
http://tapasvini-kavya.blogspot.com/2013/04/sanskrit-tapasvini-canto-1_6328.html
*
Canto-2 :
http://tapasvini-kavya.blogspot.com/2013/04/sanskrit-tapasvini-canto-2.html
*
Canto-3 :
http://tapasvini-kavya.blogspot.com/2013/04/sanskrit-tapasvini-canto-3.html
*
Canto-4 :

http://tapasvini-kavya.blogspot.com/2013/04/sanskrit-tapasvini-canto-4_6.html
*
Canto-5 :

http://tapasvini-kavya.blogspot.com/2013/04/sanskrit-tapasvini-canto-5.html
*
Canto-6 :

http://tapasvini-kavya.blogspot.com/2013/05/sanskrit-tapasvini-canto-6.html
*
Canto-7 :

http://tapasvini-kavya.blogspot.com/2013/05/sanskrit-tapasvini-canto-7.html
*
Canto-8 : 

http://tapasvini-kavya.blogspot.com/2013/05/sanskrit-tapasvini-canto-8.html
*
Canto-9 : 

http://tapasvini-kavya.blogspot.com/2013/05/sanskrit-tapasvini-canto-9.html
*
Canto-10 : 

http://tapasvini-kavya.blogspot.com/2013/05/sanskrit-tapasvini-canto-10.html
*
Canto-11 (Last):

http://tapasvini-kavya.blogspot.com/2013/05/sanskrit-tapasvini-canto-11.html
====== 

Enlarged Research Article Published in Sanskrit E-Journal *PRACHI PRAJNA* Volume-5, December 2018 :
कवि-गङ्गाधरमेहेर-कृतं तपस्विनी-महाकाव्यम् : एकमनुशीलनम् *
Link: (ARTICLE LINK given there):
https://m.facebook.com/story.php?story_fbid=3023916970967825&id=100000486559190
= = = 
A Beautiful Depiction of Dawn (Usha) in the pen of Prakriti-Kavi Gangadhar Meher: (मङ्गळे अइला उषा): 

Link: https://m.facebook.com/story.php?story_fbid=4948795725146597&id=100000486559190

= = = = 
कवि गङ्गाधरमेहेर-प्रणीत ‘तपस्विनी’ महाकाव्य का 
हरेकृष्णमेहेर-कृत संस्कृतानुवाद : एक समीक्षण * 

(Hindi Review Article Published in
‘DRIK’, Volume 28-29, 2012-2013, pages-42-49,
Drig Bharati, Yojana-3, Jhusi, Allahabad, Uttar Pradesh):

http://hkmeher.blogspot.com/2015/05/sanskrit-tapasvini-of-harekrishna-meher_14.html?m=1
* * *
Hindi-English-Sanskrit Articles on Tapasvini:
http://hkmeher.blogspot.com/2011/08/my-hindi-english-sanskrit-articles-on.html
====== 

Related Links : 

Contributions of Dr.Harekrishna Meher to Sanskrit Literature :

https://hkmeher.blogspot.com/2013/04/drharekrishna-mehers-contributions-to.html

*

Biodata: Dr. Harekrishna Meher : 

http://hkmeher.blogspot.com/2012/06/brief-biodata-english-dr-harekrishna.html

 * * * 


Saturday, May 8, 2021

Kahaan Tak Ye Man Ko: Sanskrit Version (Lyrics क्व यावद् वञ्चिताsसौ): Dr.Harekrishna Meher: DDNews Vaartavali

Original Hindi Song :
Kahaan Tak Ye Man Ko Andhere Chhalenge *
कहां तक ये मन को अंधेरे छलेंगे * (Film ‘Baaton Baaton Mein’ 1979) 
*

Sanskrit Translation by : Dr. Harekrishna Meher 
(As per Original Hindi Tune) 
Sanskrit Version Lyrics : क्व यावद् वञ्चिताsसौ तमोवारश्चित्तम् *
‘Kva Yaavad Vanchitaasau Tamovaarashchittam’.
*

Winner in Sanskrit Lyric Translation Competition
Conducted by Sanskrit Vaartaavali, DDNEWS Channel, Delhi.
Song Program Telecast on 8 May 2021, Saturday at 6 pm.
Sanskrit Singer: Ankit Sinha (Jharkhand) 
*

Courtesy and Gratitude to: 
DDNEWS, Sanskrit Vaartavali: Full Episode (8-9 May 2021):
DDNEWS Live: Link: 
https://www.facebook.com/DDNews/videos/520415695657057 

======= 

Separate Song Video: HKMeher YouTube Channel: 

Link: https://youtu.be/auE5GVESzEo

=======

मूल-हिन्दीगीतम् : कहां तक ये मन को अंधेरे छलेंगे * 
चलचित्रम् : बातों बातों में (१९७९) * 
मूलस्वरानुकूल-संस्कृतानुवादकः - डॉ. हरेकृष्ण-मेहेरः

= = = = = = =
क्व यावद् वञ्चिताsसौ तमोवारश्चित्तम् ।
विषण्णा दिनाली कदा वै गन्ताsस्तम् ।। (०)
*
कदा सौख्यं दु:खम्, इदं जीवनं स्वम् ।
ऋतु: पत्रपात:  पल-द्विपलोsयम् ।
पथे श्वोsपि फुल्लिता, नवं सून-जातम् ।
विषण्णा दिनाली कदा वै गन्ताsस्तम् ।। (१)
*
भवेद् वायु-वेगो वा, कियत्-तीव्र: कामम्,
परं स्वान्ते स्वकीये विश्वासं भजेस्त्वम् ।
मेलिष्यन्ति पुनस्त्वां, भिन्ना येsधिमार्गम् ।
विषण्णा दिनाली कदा वै गन्ताsस्तम् ।। (२)
*
वदेत् कोsपि किञ्चिद् , इदं किन्तु सत्यम्,
क्वचित् प्रेम्ण ऊर्मी  समुत्थिता येयम् ।
तामेकद्यु-र्मेलिता, अवश्यं प्रतीरम् ।
विषण्णा दिनाली कदा वै गन्ताsस्तम् ।। (३) 
= = = = = = 

ज्ञातव्यम् :
* वञ्चिता, वञ्चयिता (तृच्)= वञ्चक: ।
* तमोवार: (वार: = समूह:) = अन्धकारा:  ।
* दिनाली = दिन-समूह: (आली, आलि: = समूह:) । गन्ता = गमिष्यति (लुट्)।

* एकद्यु: = एकस्मिन् दिने । (एकेद्यु: शब्द: अपि मया पूर्वं व्यवहृत: । (आनन्द-चलचित्रस्य - ज़िन्दगी कैसी है पहेली हाय - 

'एक दिन सपनों का राही' ।।  धरम करम -चलचित्रस्य  'एक दिन बिक जायेगा'।। अन्यत्र मम मौलिक-कवितासु अपि प्रयुक्त: ।
* ऊर्मि: (पु.स्त्री), ऊर्मी (स्त्री) = तरङ्ग: ।
* फुल्लिता = फुल्लिष्यति (लुट्) ।
* मेलिता = मेलिष्यति (लुट्) ।
=====

BlogLink : 

http://hkmeher.blogspot.com/2021/05/kahaan-tak-ye-man-ko-sanskrit-version.html?m=1 

*
Facebook Link : 

https://m.facebook.com/story.php?story_fbid=6307501615942661&id=100000486559190

*
Twitter Link : 

https://twitter.com/DrHarekrishnaM/status/1391379292932558851?s=19

=====
मूल-हिन्दीगीत : कहां तक ये मन को *
चलचित्र : बातों बातों में (१९७९)
गीतकार : योगेश *  
संगीतकार : राजेश रोशन * 
गायक : किशोर कुमार * 
= = = = = = = = = =
कहां तक ये मन को अंधेरे छलेंगे,
उदासीभरे दिन  कभी तो ढलेंगे ।। (०)
*
कभी सुख कभी दुःख, यही जिन्दगी है,
ये पतझड़ का मौसम, घड़ी-दो-घड़ी है ।
नये फूल कल की डगर में खिलेंगे ।
उदासीभरे दिन  कभी तो ढलेंगे ।। (१)
*
भले तेज कितना, हवा का हो झोंका,
मगर अपने मन में, तू रख ये भरोसा ।
जो बिछड़े सफ़र में, तुझे फिर मिलेंगे ।
उदासीभरे दिन  कभी तो ढलेंगे ।। (२)
*
कहे कोई कुछ भी, मगर सच यही है,
लहर प्यार की जो, कहीं उठ रही है ।
उसे एक दिन तो किनारे मिलेंगे ।
उदासीभरे दिन  कभी तो ढलेंगे ।। (३)
= = = = = =

Related Link :
चलचित्र-गीत-संस्कृतायनम् :
http://hkmeher.blogspot.com/2017/05/chalachitra-gita-sanskritayanam.html?m=1
*

Biodata:
http://hkmeher.blogspot.com/2012/06/brief-biodata-english-dr-harekrishna.html?m=1
====== 

 

Friday, April 9, 2021

RANGABATI (Sambalpuri Song) : Sanskrit Version Lyrics by Dr.Harekrishna Meher

RANGABATI Song (Sanskrit Version Lyrics) * 
From Original Sambalpuri, 
Translated into Sanskrit 
By: Dr. Harekrishna Meher 
(As per Original Tune) 
=======
* रङ्गवती (सम्बलपुरि-गीतम्) * 
मूलस्वरानुकूल-संस्कृत-गीतानुवादक: 
डा. हरेकृष्ण- मेहेर: 
======= 
हे रङ्गवति ! रे रङ्गवति ! 
रङ्गवति रङ्गवति ! हेमवल्लि ! त्वम्,  
वद पदं किञ्चित् सहास्यम् । 
अयि हे ! लज्जयेदं, हे लज्जयेदं, 
लज्जयेदं, मे विनतं मस्तं हे ! 
मा देहि मा देहि खेदम् ।  
स्वपन:, राजा स्वपन:, 
राज्ञी-तन्तु-सूत्रमाल्ये ग्रन्थितो नूनम् । 
रङ्गवति ! रङ्गवति ! ।। (०) 
*
नेत्रेsस्मिन् आयातं सुस्वप्नजातं, 
अयि जीवधन हे ! मत्प्राण-प्राण ! 
कण्ठाभूषण हे ! 
चित्ते मल्लिका-सौगन्धम्, 
मत्प्राणधन ! प्रियं मेलनम्, 
मनस्तु विलोल-व्यग्रम् । 
विधि-प्रतिपन्न: सङ्गि-सङ्गोsयम्, 
स्मृतिरायाति वै अस्थिरं चित्तम् । 
रङ्गवति ! रङ्गवति ! ।। (१) 
*
द्रक्ष्यामि नित्यं ते मुखं सुवृत्तं, 
हे राज-रत्न ! आस्य-दर्पणं, 
विधाय रम्यं हे ! 
भग्ने गृहे पूर्णेन्दुस्त्वं, मम सर्वस्वं, 
स्यात् कर्णयुग्मं पुष्प-चन्दन-पूरितम् ।  
यातु ग्राम-वीथी प्रतिवेशो न:, 
यूथी-जाती-मल्ली-जयन्ती-वासम् ।
रङ्गवति ! रङ्गवति ! ।। (२) 
*
भासि त्वं मे नासा-चक्रिभूषणं, 
मल्ली-दयणा, हेमवर्णस्त्वं, 
मनोनिर्झरं हे !  
किया-हेना-गन्धसूनं, त्वं मम स्वर्णं, 
समुज्ज्वलाभं,  
त्वां विना पथच्युतोsहम् । 
भारतमोड़िशां निर्माम नव्यं, 
गाथा युगे युगे गास्यति गीतम् । 
रङ्गवति ! रङ्गवति ! ।। (३) 
===== 
Translated into Sanskrit 
on 24-25 March 2021.
===== 
Courtesy and gratitude : 
Song Credits : 
Original Sambalpuri Song *RANGABATI* 
Lyrics: Padmashri Mitrabhanu Gauntia * 
Music Composer: Late Prabhudatta Pradhan * 
Singers: Padmashri Dr. Jitendriya Haripal and Dr. Krishna Patel.
======
मूल सम्बलपुरी रङ्गबती गीत 
(देवनागरी लिपि में) 
======
हे रङ्गबती  रे रङ्गबती ! 
रङ्गवती रङ्गबती कनकलता ! 
हसि पदे कह लो कथा । 
हइ गो ! लाजे लाजे, गो लाजे लाजे, 
लाजे लाजे, नइं जाउछे मथा गो ! 
नाइं कर नाइं कर अथा । 
सपन, रजा सपन, 
रानी-तागे सूतामाले हेला त गुंथा । 
रङ्गवती रङ्गबती ! ।।(०) 
*
इ आंखि आसिछे केते सपन, 
ए जीबर् धन ! जीबर् जीबन ! गला-रतन हे ! 
मने मल्ली महकन, आहा मोर् धन ! 
केड़े मिलन, छनछन हेसि मन । 
बिहि खंजि कला सांगर् सरिसा, 
उबुटुबु मने करे सुरुता । 
रङ्गवती रङ्गबती ! ।। (१) 
*
देखुथिमि तुमर् चकाबदन, रजा-रतन ! 
मुहुं दर्पन, करि जतन हे ! 
भंगा घरे चका जन्ह, तुइ मोर् धन, 
फुलचन्दन पूरिथिबा दुइ कान । 
बासु गाआं साहि आमर् पड़िसा, 
जूई जाई मल्ली अपराजिता । 
रङ्गवती रङ्गबती ! ।। (२) 
*
तुमे मोर् हेइछ चकरि गुना, मल्ली दहना, 
सुना बरना, मनर् झरना गो ! 
महमह किआ हीना, तुहि मोर् सुना, 
बिहिति मीना, तोर् बिने मुइं बना । 
नूआं गढ़िदेमा भारत् उड़ुसा, 
जुगे जुगे कथा गाएबा गीता । 
रङ्गवती रङ्गबती ! ।। (३) 
====== 
====== 
Original Rangabati Song on YouTube : Link: 

======= 

Related Link : (Meri Jaani) : 

MERI JAANI  * मेरी जानी * 
My Original Hindi Lyrics in the tune of Rangabati Song :
https://m.facebook.com/story.php?story_fbid=3552171324809051&id=100000486559190
====
https://www.facebook.com/share/p/1Es6TDSuMv/

****

Chalachitra-Gita-Sanskritayanam (Anthology of Sanskrit Version Film Songs): 
http://hkmeher.blogspot.com/2017/05/chalachitra-gita-sanskritayanam.html 

****


Sunday, April 4, 2021

DILEMMA (English Poem) by Dr. Harekrishna Meher

* DILEMMA * 
English Poem by : Dr. Harekrishna Meher 
= = = = = = = 

World is a gorgeous examination-hall
where examinees are the beings all.
None fails by securing less marks.
The sole thing is your favourable remarks
that ensure everyone a free entry
for a service in the liberal country.

No scope of invigilations.
Riddles are the questions.
Answers need not be sound
or righteously bound.
Copies or chits, no bar ;
Equal are all, so far
the examination is concerned.
Candidate obtains the result freely earned.
No necessity or favour
for an issue of supplementary.
No certificate provisional or
no knowledge elementary.

No matter, no worry,
whether one in theory
adheres to the Vedantic device,
and in real practice
to the Carvaka doctrines
by any means.

Everyone has own way
whether it’s heaven gay,
or hell, heinous and dark.
All is a marvellous park.
= = = = = = 

(Extracted from the Anthology  
"Poems of the Mortals" of Dr. Harekrishna Meher) 
= = = = = = 

Monday, March 15, 2021

Khoya Khoya Chand: Sanskrit Version (Lyrics लुप्तश्चन्द्रमा: ) by Dr.Harekrishna Meher: DDNews Vaartavali

Sanskrit Version of Original Hindi Song
* Khoya Khoya Chand Khula Aasman * 

खोया खोया चांद खुला आसमां * 
Film 'Kala Bazaar' (1960)
= = = = = = 

Sanskrit Translation by : Dr. Harekrishna Meher 
(As per Original Hindi Tune)
Sanskrit Version Lyrics : * लुप्तश्चन्द्रमा: विमुक्ताम्बरम् *
‘Luptashchandramaah Vimuktambaram’.
---------------

Winner in Sanskrit Lyric Translation Competition
Conducted by Sanskrit Vaartaavali, DDNEWS Channel, Delhi.
Song Program Telecast on 13 March 2021, Saturday at 6 pm.
Sanskrit Singer: Kuldeep Joshi (New Delhi)
--------------- 

Courtesy and Gratitude to : 

DDNEWS, Sanskrit Vaartavali: Full Episode (13 March 2021): 

YouTube Link : https://youtu.be/GdMSwDZitks

======== 

Separate Video Song: YouTube: HKMeher Channel: Link : 

https://youtu.be/afISwnknTHY

=========

हिन्दी गीत: * खोया खोया चांद *
मूलस्वरानुकूल-संस्कृतानुवादक: डा. हरेकृष्ण-मेहेर: 
====== 

लुप्तश्चन्द्रमा:, विमुक्ताम्बरम्,
नेत्रे वै सर्वा शर्वरी गन्ता,
निद्रा वा कीदृक् त्वामप्यायाता ।
लुप्तश्चन्द्रमा: ।। (०)
*
मत्तो यदा, समीरोsवहत्,
हृत्कलिरियं प्रफुल्लाsभवत् ।
मनसोsयनं समान्दोलितम्,
आकारय तामवश्यम् ।। ओहो..हो..
लुप्तश्चन्द्रमा: ।। (१)
*

तारावली च दृश्योच्चया:,
सर्वमचलत्  समं तद् मया ।
परितोsचलद्  हि नैकेङ्गितम्,
कस्यापि वै भव त्वम् ।। ओहो..हो..
लुप्तश्चन्द्रमा: ।। (२)
*
रात्री ह्येवम्, सिक्तेवेयम्,
करयो: करौ च सा स्यु: साकम् ।
ब्रूयामेवं हि तां हृद्-वाचम् । 

पीडय नाधुना त्वम् ।। ओहो.. हो..
लुप्तश्चन्द्रमा: ।। (३)
*
यस्या: कृते, उच्छन्नोsस्म्यहम्,
मौनं गता सा वाग्-वर्जितम् ।
कोsपि हि वदेत् तामीषद् गिरम् ,
नो एवं स्वीकुरु त्वम् ।। ओहो.. हो..
लुप्तश्चन्द्रमा: ।।
लुप्तश्चन्द्रमा: ।। (४)
======= 

Blog Link : 

Sanskrit Version of 'Khoya Khoya Chand' : http://hkmeher.blogspot.com/2021/03/khoya-khoya-chand-sanskrit-version.html 

Facebook Link : https://m.facebook.com/story.php?story_fbid=6022279021131590&id=100000486559190

Twitter Link : https://twitter.com/DrHarekrishnaM/status/1371434693019639808?s=19 

========
मूल हिन्दीगीत: खोया खोया चांद *
चलचित्र - काला बाजार (१९६०) *
गीतकार - शैलेन्द्र *
संगीतकार - सचिन देव बर्मन् *
गायक - मोहम्मद रफी *
========

खोया खोया चांद, खुला आसमां,
आंखों में सारी रात जाएगी,
तुमको भी कैसे नींद आएगी ।
खोया खोया चांद ।। (०)
*
मस्तीभरी  हवा जो चली,
खिल-खिल गयी, ये दिल की कली ।
मन की गली में है खलबली ।
कि उनको तो बुलाओ । ओहो.. हो..
खोया खोया चांद ।। (१)
*
तारे चले  नजारे चले,
संग-संग मेरे, वो सारे चले ।
चारों तरफ इशारे चले ।
किसीके तो हो जाओ । ओहो.हो..
खोया खोया चांद ।। (२)
*
ऐसी ही रात, भीगी-सी रात,
हाथों में हाथ, होते वो साथ ।
कह लेते उनसे दिल की ये बात ।
अब तो ना सताओ । ओहो..हो..
खोया खोया चांद ।। (३)
*
हम मिट चले, हैं जिनके लिये,
बिन कुछ कहे, वो चुप-चुप रहे ।
कोई ज़रा, ये उनसे कहे ।
ना ऐसे आजमाओ । ओहो..हो..
खोया खोया चांद । 
खोया खोया चांद ।।  (४)
======= 

Related Link : 

= = = = = = = =

* चलचित्र-गीत-संस्कृतायनम् *
http://hkmeher.blogspot.com/2017/05/chalachitra-gita-sanskritayanam.html?m=1

= = =

Contributions of Dr.Harekrishna Meher to Sanskrit Literature :

https://hkmeher.blogspot.com/2013/04/drharekrishna-mehers-contributions-to.html

Biodata: Dr. Harekrishna Meher : 

http://hkmeher.blogspot.com/2012/06/brief-biodata-english-dr-harekrishna.html

= = = 


Sunday, February 28, 2021

Naino Mein Badraa Chhaye: Sanskrit Version (Lyrics नेत्रे वै मुदिरो व्याप्त:): Dr.Harekrishna Meher: DDNews Vaartavali

Sanskrit Version of Hindi Song  
‘Naino Mein Badraa Chhaaye’ 
* नैनों में बदरा छाए * (Film ‘Mera Saaya’ 1966)  
- - - 
Sanskrit Translation by : Dr. Harekrishna Meher
(As per Original Hindi Tune) 
Sanskrit Version Lyrics : * नेत्रे वै मुदिरो व्याप्त: * 
‘Netre Vai Mudiro Vyaaptah’. 
--------------- 
Winner in Sanskrit Lyric Translation Competition 
Conducted by Sanskrit Vaartaavali, DDNEWS Channel, Delhi. 
Song Program Telecast on 27 February 2021, Saturday at 6 pm. 
Sanskrit Singer: Sadhana Kakatkar (Maharashtra)
---------------  
Sanskrit Song starts during second half and continues till the end of the Full Episode of Vaartavali Video. So please see till the end.
In FaceBook Post, Screen shots are taken from the video of 27-02-2021 episode. 
Courtesy and Gratitude to: 
DDNEWS, Sanskrit Vaartavali: Full Episode (27 February 2021): 
======= 

Separate Song: HKMeher Channel : 
YouTube Link : https://youtu.be/_xsJMpuTJbU

=======
मूल-हिन्दीगीतम् : नैनों में बदरा छाए *  
चलचित्रम् : मेरा साया (१९६६) *  
मूलस्वरानुकूल-संस्कृतानुवादकः - डॉ. हरेकृष्ण-मेहेरः 
= = = = = = = = = = 
नेत्रे वै मुदिरो व्याप्त: , 
चपलावद् दीप्ता हन्त ! 
कान्त हे ! स्थितौ मामस्याम्, 
कुरु कण्ठ-लग्नाम् ।
नेत्रे वै मुदिरो व्याप्त: ।। (०) 
*
मदिरायां मग्ने दृश्यौ, 
सुविलोले द्वे वै सख्यौ । 
चालयिष्यतस्ते स्वीयम् , 
पक्ष्माली-चारु-व्यजनम् । 
त्रपया दातारौ तुभ्यम्, मदिराया: पात्रम् । 
नेत्रे वै मुदिरो व्याप्त: ।। (१) 
*
अस्म्यहं प्रेमोन्मत्ता, 
स्वप्नानां राज्ञी चाहम् । 
गतजन्मतोsहं विद्ये, 
त्वत्प्रेम-गाथा नूनम् ।  
जन्मेsप्यस्मिन् आयात:, मां स्वीकुरु त्वम् ।। 
नेत्रे वै मुदिरो व्याप्त: ।। (२) 
= = = = = = = 
ज्ञातव्यम् : 
* दृशी (स्त्रीलिङ्गे), नदीशब्दवत्, नयनार्थे, प्रथमा- द्विवचने 'दृश्यौ' । 
अयं नूतन-प्रयोग: मया कृत: । रूपं शुद्धम् । शब्दकल्पद्रुम-कोषादौ विद्यते । 
* जन्मे = जन्मनि । जन्मन् (क्लीवे, कर्मशब्दवत् भवति)। जन्म (क्लीवे, फलशब्दवत्) सप्तम्येकवचने 
'जन्मे' । अयमपि नूतन-प्रयोग:, मया अन्यत्र पूर्वमेव कृत: । व्याकरणदृष्ट्या कोषादौ सर्वं शुद्धरूपं दर्शितम् । 
========= 
========= 
मूल-हिन्दीगीत : नैनों में बदरा छाए * 
चलचित्र : मेरा साया (१९६६) 
गीतकार : राजा अली खान *  
संगीतकार : मदन मोहन * 
गायिका : लता मंगेशकर  *  
= = = = = = = = = =  
नैनों में बदरा छाए, 
बिजली-सी चमके हाए । 
ऐसे में बालम मोहे, गरवा लगा ले । 
नैनों में बदरा छाए ।। (०) 
*
मदिरा में डूबी अखियां, 
चंचल हैं दोनों सखियां । 
झलती रहेंगी तोहे, पलकों की प्यारी पखियां । 
शरमाके देंगी तोहे, मदिरा के प्याले ।  
नैनों में बदरा छाए ।। (१) 
*
प्रेम-दीवानी हूं मैं, 
सपनों की रानी हूं मैं । 
पिछले जनम से तेरी, प्रेम-कहानी हूं मैं । 
आ इस जनम में भी तू, अपना बना ले । 
नैनों में बदरा छाए ।। (२) 
=========

Related Link : 

Chalachitra-Gita-Sanskritayanam : 
http://hkmeher.blogspot.com/2017/05/chalachitra-gita-sanskritayanam.html
=========