धरती माआंर् पूजा करमुं शरधा भरि
चाषी भाइर् मन् उल्लास ।
गण परब् एभे आसिअछे शुभे
माआं भाइ बहेन् आस गो ।
लक्ष्मी माआंर् चरने,
करमुं पार्थना आनन्द मने गो ।
आएला तिहार् नूआंखाइ ।
नूआं, खाएमुं खुसिर् गीत् गाइ गो,
मंगल् तिहार् नूआंखाइ ।। (१)
*
घरे घरे सबे केते मउज् करबे
पिठापना खीरि रन्धा ।
घर् दुआर् सजा केते हंसि मजा
नूआं नूआं बस्तर् पिन्धा गो ।
भाबर् डोरिने बन्धा,
दु:खे सुखे सबे साहा सदा गो ।
मंगल् तिहार् नूआंखाइ ।
नूआं, खाएमुं खुसिर् गीत् गाइ गो,
मंगल् तिहार् नूआंखाइ ।। (२)
*
इष्ट देबादेबी पूजा संगे अर्पन्
करमुं नूआं अरन् तिआर् ।
बुआ माआं आरु गुरुजन मानकर्
पादे आमर् भक्ति जुहार् गो ।
बड़ु बड़मां दादा आई,
कका, काकी जेते बोहू भाइ गो।
सबके मुड़िआ पाशे थाइ ।
नूआं, परब् खुसिर् गीत् गाइ गो
मंगल् तिहार् नूआंखाइ ।। (३)
*
बन्धुबान्धब् मानके नूआंखाइ जुहार्
करि आशीर्बाद् पाएमुं,
सान मानके आमर् सेनेह शरधा
सेबा जतन् करुथिमुं गो ।
गाआंने सहरे नूआंखाइ,
अछे, सबु हुर्दे भाब् छाइ गो,
मंगल् तिहार् नूआंखाइ ।
जए, जए देबी समलाई मां,
मंगल् तिहार् नूआंखाइ ।
भले, रखिथिबे महामायी मां,
आएला तिहार् नूआंखाइ ।
नूआं, खाएमुं खुसिर् गीत् गाइ गो,
मंगल् तिहार् नूआंखाइ ।। (४)
*
कृषि-परब् बिधान् नबान्न नूआं धान्
सेबन् कर्बार् शुभ लगन्,
आमर् कृषिप्रधान् देश् भारत् महान्
परम्परा चालिचलन् गो,
उछब्, मंगल् नूआंखाइ ।
खुसि, खेतुं नूआं धान् पाइ गो ।
मंगल् तिहार् नूआंखाइ ।
जुहार्, माटि माआंर् कोले थाइ गो ।
मंगल् तिहार् नूआंखाइ ।। (५)
=====
NUAKHAI SONG IN QDIA SCRIPT
***********
* ନୂଆଁଖାଇ ଗୀତ *
ଗୀତ ରଚନା ଏବଂ ସ୍ବର-ରଚନା :
ଡକ୍ଟର୍ ହରେକୃଷ୍ଣ ମେହେର
************
ଆଏଲା, ମଙ୍ଗଲ୍ ତିହାର୍ ନୂଆଁଖାଇ ଗୋ,
ଆଏଲା, ତିହାର୍ ନୂଆଁଖାଇ ।
ନୂଆଁ, ଖାଏମୁଁ ଖୁସିର୍ ଗୀତ୍ ଗାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୦)
*
ଧର୍ତୀ ମାଆଁର୍ ପୂଜା କର୍ମୁଁ ଶର୍ଧା ଭରି
ଚାଷୀ ଭାଇର୍ ମନ୍ ଉଲ୍ଲାସ ।
ଗଣ-ପରବ୍ ଏଭେ ଆସିଅଛେ ଶୁଭେ
ମାଆଁ ଭାଇ ବହେନ୍ ଆସ ଗୋ ।
ଲକ୍ଷ୍ମୀ ମାଆଁର୍ ଚରନେ,
କର୍ମୁଁ, ପାର୍ଥନା ଆନନ୍ଦ ମନେ ଗୋ ।
ଆଏଲା ତିହାର୍ ନୂଆଁଖାଇ ।
ନୂଆଁ, ଖାଏମୁଁ ଖୁସିର୍ ଗୀତ୍ ଗାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୧)
*
ଘରେ ଘରେ ସବେ କେତେ ମଉଜ୍ କର୍ବେ
ପିଠାପନା ଖୀରି ରନ୍ଧା ।
ଘର୍ ଦୁଆର୍ ସଜା କେତେ ହଁସି ମଜା
ନୂଆଁ ନୂଆଁ ବସ୍ତର୍ ପିନ୍ଧା ଗୋ ।
ଭାବର୍ ଡୋରିନେ ବନ୍ଧା,
ଦୁଃଖେ, ସୁଖେ ସବେ ସାହା ସଦା ଗୋ ।
ମଙ୍ଗଲ୍ ତିହାର୍ ନୂଆଁଖାଇ ।
ନୂଆଁ, ଖାଏମୁଁ ଖୁସିର୍ ଗୀତ୍ ଗାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୨)
*
ଇଷ୍ଟ ଦେବାଦେବୀ ପୂଜା ସଙ୍ଗେ ଅର୍ପନ୍
କର୍ମୁଁ ନୂଆଁ ଅରନ୍ ତିଆର୍,
ବୁଆ ମାଆଁ ଆରୁ ଗୁରୁଜନ ମାନ୍କର୍
ପାଦେ ଆମର୍ ଭକ୍ତି ଜୁହାର୍ ଗୋ ।
ବଡ଼ୁ ବଡ଼୍ ମାଁ ଦାଦା ଆଈ,
କକା, କାକୀ ଯେତେ ବୋହୂ ଭାଇ ଗୋ ।
ସବ୍ କେ ମୁଡ଼ିଆ ପାଶେ ଥାଇ ।
ନୂଆଁ, ପରବ୍ ଖୁସିର୍ ଗୀତ୍ ଗାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୩)
*
ବନ୍ଧୁବାନ୍ଧବ୍ ମାନ୍ କେ ନୂଆଁଖାଇ ଜୁହାର୍
କରି ଆଶୀର୍ବାଦ୍ ପାଏମୁଁ,
ସାନ ମାନ୍ କେ ଆମର୍ ସେନେହ ଶରଧା,
ସେବା ଜତନ୍ କରୁଥିମୁଁ ଗୋ ।
ଗାଁନେ ସହରେ ନୂଆଁଖାଇ,
ଅଛେ, ସବୁ ହୁର୍ଦେ ଭାବ୍ ଛାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।
ଜଏ, ଜଏ ଦେବୀ ସମଲାଈ ମାଁ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।
ଭଲେ, ରଖିଥିବେ ମହାମାୟୀ ମାଁ,
ଆଏଲା ତିହାର୍ ନୂଆଁଖାଇ ।
ନୂଆଁ, ଖାଏମୁଁ ଖୁସିର୍ ଗୀତ୍ ଗାଇ ଗୋ,
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୪)
*
କୃଷି-ପରବ୍ ବିଧାନ୍ ନବାନ୍ନ ନୂଆଁ ଧାନ୍
ସେବନ୍ କର୍ବାର୍ ଶୁଭ ଲଗନ୍,
ଆମର୍ କୃଷିପ୍ରଧାନ୍ ଦେଶ୍ ଭାରତ୍ ମହାନ୍
ପରମ୍ପରା ଚାଲିଚଲନ୍ ଗୋ ।
ଉଛବ୍, ମଙ୍ଗଲ୍ ନୂଆଁଖାଇ ।
ଖୁସି, ଖେତୁଁ ନୂଆଁ ଧାନ୍ ପାଇ ଗୋ ।
ମଙ୍ଗଲ୍ ତିହାର୍ ନୂଆଁଖାଇ ।
ଜୁହାର୍, ମାଟିମାଆଁର୍ କୋଲେ ଥାଇ ଗୋ ।
ମଙ୍ଗଲ୍ ତିହାର୍ ନୂଆଁଖାଇ ।। (୫)
=========
Nuakhai Song Lyrics written on 25-8-2013
in Sambalpur, Odisha.
====
Blog Link: Nuakhai Song:
http://hkmeher.blogspot.com/2023/09/nuakhai-song-aailaa-tihaar-nuakhai-dr.html?m=1
====
Biodata English:
http://hkmeher.blogspot.com/2012/06/brief-biodata-english-dr-harekrishna.html
------
Biodata (English) : Web Version:
http://hkmeher.blogspot.com/2012/06/brief-biodata-english-dr-harekrishna.html?m=0
====
Odia Biodata : New:
http://hkmeher.blogspot.com/2021/05/biodata-odia-dr-harekrishna-meher.html?m=1
====
Biodata : Hindi (New) :
https://tapasvini-kavya.blogspot.com/2021/05/biodata-hindi-dr-harekrishna-meher.html
*****